ଭୁବନେଶ୍ୱର : ପଟ୍ଟଚିତ୍ର ଗାଁ ରଘୁରାଜପୁରରେ ରାଷ୍ଟ୍ରପତି ଥର୍ମନ ଶନ୍ମଗରତ୍ମନ । ପତ୍ନୀଙ୍କ ସହ ରଘୁରାଜପୁର ଗାଁ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି । ଏହା ସହିତ ଲୋକଙ୍କ ଘରେ ପଟ୍ଟଚିତ୍ର ଡେମୋ ଦେଖିବା ସହ ଆଲୋଚନା କଲେ । ମ୍ୟୁଜିୟମ ସହ ପ୍ରଦର୍ଶନୀ ପଡିଆରେ ପଟ୍ଟଚିତ୍ର ଦେଖିଲେ ରାଷ୍ଟ୍ରପତି ।