21.1 C
Bhubaneswar
Sunday, February 1, 2026
Homeଓଡିଶାପୋଖରୀରେ ବୁଡି ଭାଇଭଉଣୀ ମୃତ

ପୋଖରୀରେ ବୁଡି ଭାଇଭଉଣୀ ମୃତ

ଯାଜପୁର: ପୋଖରୀରେ ବୁଡି ଭାଇଭଉଣୀ ମୃତ । ଭୁବନେଶ୍ୱରପୁର ପଞ୍ଚାୟତ ସମସରପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ଉଭୟ ସ୍ଥାନୀୟ ଏକ ପୋଖରୀ ନିକଟରେ ଖେଳୁଥିବା ସମୟରେ ହଟାତ୍ ଗୋଡ ଖସି ପୋଖରୀରେ ପଡି ଯାଇଥିଲେ ଭଉଣୀ । ତାକୁ ବଞ୍ଚାଇବାକୁ ଯାଇ ବଡ ଭାଇ ମଧ୍ୟ ବୁଡିଯାଇଥିଲା । ସ୍ଥାନୀୟ ଲୋକେ ବୁଡିଯିବାର ଦେଖି ତୁରନ୍ତ ଉଦ୍ଧାର କରି ମେଡିକାଲ୍ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ମୃତକଙ୍କ ପରିବାର ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking