17.1 C
Bhubaneswar
Tuesday, February 3, 2026
Homeଓଡିଶାଏସଆଇ ସ୍କାମ୍‌: ସିବିଆଇ ରିମାଣ୍ଡରେ ୪ ଅଭିଯୁକ୍ତ

ଏସଆଇ ସ୍କାମ୍‌: ସିବିଆଇ ରିମାଣ୍ଡରେ ୪ ଅଭିଯୁକ୍ତ

ଭୁବନେଶ୍ୱର: ପୋଲିସ ଏସଆଇ ସ୍କାମ୍ ଘଟଣାରେ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ସିବିଆଇ। ଝାରପଡା ଜେଲ୍‌ରୁ ୪ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ। ରିମାଣ୍ଡରେ ଗଲେ ମୁନା ମାହାନ୍ତି, ଶ୍ରୀକାନ୍ତ ମହାରଣା, ଅଭିମୁନ୍ୟ ଦୋରା, ପ୍ରିୟଦର୍ଶିନୀ ସାମଲ। ସୂଚନାଯୋଗ୍ୟ, ଗତକାଲି ନିତୀଶ କୁମାରଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଶଙ୍କର କଳା ଟଙ୍କାକୁ ଧଳା କରିବା କାମ କରୁଥିଲା ନିତୀଶ । ବୁଧବାର ନୀତିଶଙ୍କୁ ଗିରଫ କରି ସିବିଆଇ କୋର୍ଟରେ ହାଜର କରି ୩ ଦିନ ରିମାଣ୍ଡ ଅବେଦନ କରିଥିଲା । କିନ୍ତୁ କୋର୍ଟ ୨ ଦିନ ରିମାଣ୍ଡ ମଞ୍ଜୁର କରିଥିଲେ । କିନ୍ତୁ ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟ ଦୁଇ ଦିନ ରିମାଣ୍ଡର ଅନୁମତି ଦୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking