22.1 C
Bhubaneswar
Thursday, December 25, 2025
Homeଓଡିଶାଏସ୍ଆଇ ସ୍କାମ: ରିମାଣ୍ଡରେ ଅମିତ ଭାରତୀ

ଏସ୍ଆଇ ସ୍କାମ: ରିମାଣ୍ଡରେ ଅମିତ ଭାରତୀ

ଭୁବନେଶ୍ୱର: ଏସ୍ଆଇ ସ୍କାମ ଘଟଣାରେ ସିବିଆଇ ଅମିତ ଭାରତୀଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି । ତଦନ୍ତକାରୀ ସିବିଆଇ ସ୍ପେଶାଲ୍ କୋର୍ଟରେ ୫ ଦିନ ରିମାଣ୍ଡ ଆବେଦନ କରିଥିଲେ । କିନ୍ତୁ କୋର୍ଟ ୩ ଦିନ ପାଇଁ ଅନୁମତି ଦେଇଥିଲେସୂଚନାଯୋଗ୍ୟ, ଅମିତକୁ ସିବିଆଇ ଗତ ୨୦ ତାରିଖରେ ବିହାରରୁ ଗିରଫ କରିଥିଲା । ଅମିତ ହେଉଛି ଏହି ପରୀକ୍ଷା ଜାଲିଆତିର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଖାସ୍ ସହଯୋଗୀ । ରିମାଣ୍ଡ ସମୟରେ ଶଙ୍କର ସହ ଥିବା ଆର୍ଥିକ କାରବାର ଖୋଳତାଡ଼ କରିବ ସିବିଆଇ । ଅମିତ ମାଧ୍ୟମରେ ଅନେକ ପରୀକ୍ଷାର୍ଥୀ କୋଟି କୋଟି ଟଙ୍କା ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking