18.1 C
Bhubaneswar
Saturday, December 6, 2025
Homeଓଡିଶାଏସଆଇ ଚାକିରି ଜାଲିଆତି: ପଞ୍ଚମ ଦଲାଲ ଗିରଫ

ଏସଆଇ ଚାକିରି ଜାଲିଆତି: ପଞ୍ଚମ ଦଲାଲ ଗିରଫ

ଭୁବନେଶ୍ୱର: ପୋଲିସ ଏସଆଇ ଚାକିରି କେଳେଙ୍କାରୀ ଘଟଣାରେ ପଞ୍ଚମ ଦଲାଲ ଗିରଫ ହୋଇଥିବା ନେଇ ସୂଚନା ମିଳିଛି । ବାଲେଶ୍ୱର ସିଂଲାର ଅରବିନ୍ଦ ଦାସକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗୋଳନ୍ଥରା ଥାନାରେ ହୋଇଥିବା ମାମାଲାରେ ଗିରଫ କରାଯାଇଛି । ଅରବିନ୍ଦଙ୍କଠାରୁ ଆପତ୍ତିଜନକ ଡକ୍ୟୁମେଣ୍ଟ ମିଳିଥିବା ସୂଚନା ମିଳିଛି । ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୪ ଦଲାଲ ଗିରଫ ହୋଇଥିଲେ । ଆଜି ମାମଲାରେ ଗିରଫଙ୍କ ସଂଖ୍ୟା ୧୧୯କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking