32.1 C
Bhubaneswar
Monday, July 8, 2024
Homeଓଡିଶାଭିଜିଲାନ୍ସ ଜାଲରେ ଏସଆଇ

ଭିଜିଲାନ୍ସ ଜାଲରେ ଏସଆଇ

ଜଗତସିଂହପୁର : ଭିଜିଲାନ୍ସ ଜାଲରେ ଜଗତସିଂହପୁର ଜିଲା କୁଜଙ୍ଗ ଥାନା ଏସଆଇ । ଏସଆଇ ବିବେକାନନ୍ଦ ସାହୁ 8 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଜଗତସିଂହପୁର ଓ କଟକ ଭିଜିଲାନ୍ସ ଟିମ । ସ୍ଥାନୀୟ ବାଗୋଇ ଗାଁର ସରୋଜ କୁମାର ସ୍ୱାଇଁ ଙ୍କର ପଡ଼ୋଶୀଙ୍କର ସହିତ ଲାଗିଥିବା ବିବାଦର କେସ ସମାଧାନ କରିବା ପାଇଁ ତାଙ୍କ ଠାରୁ 8 ହଜାର ଟଙ୍କା ଦାବି କରିଥିଲେ ଏସ ଆଇ ବିବେକାନନ୍ଦ ସାହୁ । ଏ ବାବଦରେ ସରୋଜ ଭିଜିଲାନ୍ସ ର ସହାୟତା ନେଇଥିବା ବେଳେ ସମ୍ପୃକ୍ତ ଏସ ଆଇ ଦାବି ମୁତାବକ ଟଙ୍କା ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ତାଙ୍କୁ ଧରିବା ସହ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରି ଗିରଫ କରିଛି । ପୂର୍ବରୁ ନାଉଗାଁ ଥାନାରେ କାର୍ଯ୍ୟରତ ଥିବା ବେଳେ ଏସ ଆଇବାବୁ ଜଣଙ୍କ ମଦ ପିଇବା ଭିଡିଓ ଭାଇରାଲ ହେବାକୁ ନେଇ ଚର୍ଚ୍ଚାରେ ଥିଲେ।।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking