Homeଓଡିଶାଶ୍ରୀମନ୍ଦିର: ମାହାଲର ହେବ ନିଲାମ ଓଡିଶାପୁରୀ ଶ୍ରୀମନ୍ଦିର: ମାହାଲର ହେବ ନିଲାମ By Ona Khabara 17/11/2024 Share FacebookTwitterPinterestWhatsAppLinkedinReddItTelegram ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାହାଲ ଗୁଡିକର ନିଲାମ ପ୍ରକ୍ରିୟା। ଆଗାମୀ ୩ ବର୍ଷ ପାଇଁ ଦିଆଯିବ ନିଲାମ । ରୋଷ , ଦର୍ଶନୀ , ଲୁଣ ପତ୍ର ମାହାଲ ର ହେବ ନିଲାମ। କୋଇଲି ବୈକୁଣ୍ଠ , ନରେନ୍ଦ୍ର ସଂକଳ୍ପର ହେବ ନିଲାମ । ନୀଳାଚଳ ଉପବନର ହେବ ନିଲାମ । Share FacebookTwitterPinterestWhatsAppLinkedinReddItTelegram Previous articleବୈକୁଣ୍ଠ ଧାମ ଆଶ୍ରମରେ ପୋଲିସNext articleଗୁଳି ମାଡ଼ରେ ମାଙ୍କଡ ମୃତ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଦେଶ ବିଦେଶ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ: କାରଣ ଅସ୍ପଷ୍ଟ ଦେଶ ବିଦେଶ ଶୀତ ଲହରୀ: ଚଣ୍ଡିଗଡ଼ରେ ୧୩ ପର୍ଯ୍ୟନ୍ତ ସ୍କୁଲ ଛୁଟି ବୃଦ୍ଧି ଦେଶ ବିଦେଶ ଅସ୍ତ୍ରୋପଚାରରେ ଅବହେଳା: ଆଖିରେ ରହିଗଲା ୩ଟି ଲେନ୍ସ ଦେଶ ବିଦେଶ ୟୁଟ୍ୟୁବର ବଡ଼ ଅପଡେଟ୍: ସର୍ଚ୍ଚରୁ ସର୍ଟସ୍ ଅଦୃଶ୍ୟ ହୋଇଯିବ