22.1 C
Bhubaneswar
Wednesday, December 10, 2025
Homeଓଡିଶାହରିନାମ ଶଙ୍ଖ, ଘଣ୍ଟ ନାଦରେ ଭବ୍ୟ ମନ୍ଦିରକୁ ପ୍ରବେଶ କଲେ ଶ୍ରୀମନ୍ ଶ୍ରୀ ଶ୍ରୀ ଗୋପାଲ...

ହରିନାମ ଶଙ୍ଖ, ଘଣ୍ଟ ନାଦରେ ଭବ୍ୟ ମନ୍ଦିରକୁ ପ୍ରବେଶ କଲେ ଶ୍ରୀମନ୍ ଶ୍ରୀ ଶ୍ରୀ ଗୋପାଲ ଜିଉ

ଯାଜପୁର : ଯାଜପୁର ଜିଲ୍ଲା ର କୋରାଇ ବ୍ଲକ୍ ଅନ୍ତର୍ଗତ ତାହାର ପୁର ଗ୍ରାମ ବାସୀଙ୍କ ଆରାଧ୍ୟ ଶ୍ରୀମାନ ଶ୍ରୀ ଶ୍ରୀ ଗୋପାଲ ଜିଉ ନୂତନ ମନ୍ଦିର କୁ ଭାବ ଭକ୍ତି ପରିବେଶ ରେ ନୂତନ ଭବ୍ୟ ମନ୍ଦିର କୁ ପ୍ରବେଶ କଲେ l ହରି ନାମ ବେଦ ମନ୍ତ୍ର ଉଚ୍ଚାରଣ ସାଧୁ ସନ୍ଥ ମାନଂକ ଜୟ ଜୟ ଧ୍ଵନି ଶଙ୍ଖ ହୁଳ ହୁଲୀ ରେ ଶ୍ରୀ ମନ୍ ଶ୍ରୀ ଶ୍ରୀ ଗୋପାଲ ଜିଉ ଙ୍କୁ ଭବ୍ୟ ମନ୍ଦିର ର ସିଂହାସନ ରେ ବିଜେ କାରା ଯାଇ ବଡ ସିଂହାର ବେଶ ଭବ୍ୟ ଆରତୀ କାରା ଯାଇ ଥିଲା l ମହା ଯଜ୍ଞ ର ପୂର୍ଣ୍ଣାହୁତି ପ୍ରଦାନ କାରା ଯାଇ ଥିଲା l ନାମ ସଂକୀର୍ତ୍ତନ ଭଜନ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଥିବାବେଳେ ସାଧୁ ସନ୍ଥ ମାନଂକ ଭଗବତ କଥନ ପ୍ରବଚନ ରେ ସମଗ୍ର ଅଂଚଳ ଭକ୍ତି ଭାବ ର ଧାରା ପ୍ଲାବିତ ହେଇ ଥିଲା l ଶ୍ରୀ ମନ୍ ଶ୍ରୀ ଶ୍ରୀ ଗୋପାଳ ଜିଉ ମହାପ୍ରଭୁ ଙ୍କୁ ମନ୍ଦିର ପ୍ରବେଶ ପୁର୍ବ ରୁ ନାମ ସଂକ୍ରିତନ ରେ ଗ୍ରାମ୍ୟ ଭ୍ରମଣ କାରା ଯାଇ ଭବ୍ୟ ମନ୍ଦିର ରେ ସିଂହାସନ ବିଜେ କାରା ଯାଇ ଥିଲା ଓ ପୂର୍ଣ୍ଣାହୁତି ପ୍ରଦାନ କାରା ଯାଇ ଥିଲା ପ୍ରତିଷ୍ଠା ଉତ୍ସବ ର ମୁଖ୍ୟ କର୍ତ୍ତା ଶରତ ଚନ୍ଦ୍ର ମହାପାତ୍ର ଓ କର୍ତ୍ରୀ ସେହ୍ନ ଲତା ମହା ପାତ୍ର ପ୍ରତିଷ୍ଠା ଉତ୍ସବ କୁ ସମ୍ପନ୍ନ କରି ଥିଲେ l କେନ୍ଦୁଝର ଗଡ ର ମହା ରାଜା ବଳଭଦ୍ର ନାରାୟଣ ଭଞ୍ଜଦେଓ ଙ୍କ ନାତି ବିଶ୍ବରଂଜନ ନାରାୟଣ ଭଞ୍ଜଦେଓ ଓ ଅଣ ନାତି କନିସ୍କ ନାରାୟଣ ଭଞ୍ଜଦେଓ ଯୋଗ ଦେଇ ଗୋପାଲ ଜିଉ ଙ୍କୁ ଦର୍ଶନ କରି ଥିଲେ l ଅନ୍ୟ ପକ୍ଷରେ ବି ଜେ ଡି ର ପ୍ରମୁଖ ନେତା ପୁର୍ବ ତନ ମନ୍ତ୍ରୀ ପ୍ରଣୟ ପ୍ରସାଦ ଦାସ ଭବ ପ୍ରସାଦ ଦାସ କୋରାଇ ବିଧାୟକ ଆକାଶ ଦାସ ନାୟକ ବହୂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଠାକୁର ଙ୍କ ଆଶିଷ ନେଇ ଥିଲେ ଏହି କାର୍ଯ୍ୟ କ୍ରମ କୁ ଗ୍ରାମ ବାସି ମାନେ ଏକ ପ୍ରାଣ ଏକ ମନ ହୋଇ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରି ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking