30.1 C
Bhubaneswar
Saturday, June 29, 2024
Homeଓଡିଶାଆଜି ଶ୍ରୀମୁଖ ଫିଟା ନୀତି

ଆଜି ଶ୍ରୀମୁଖ ଫିଟା ନୀତି

ପୁରୀ : ମହାପ୍ରଭୁଙ୍କର ଅଣସରର ଆଜି ପଞ୍ଚମ ଦିନ । ଆଜି ଶ୍ରୀମୁଖ ଫିଟା ନୀତି ।ସ୍ନାନଯାତ୍ରା ରେ ୧୦୮ ଗରା ସୁବାସିତ ଜଳରେ ସ୍ନାନକରି ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ । ଆଜି ପଂଚମ ଦିନରେ ଗୁପ୍ତରେ ଚାଲିଛି ମହାପ୍ରଭୁଙ୍କ ସେବା । ଏହି ଅବସରରେ ମହାପ୍ରଭୁଙ୍କ ଶ୍ରୀମୁଖ ଫିଟାନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କୁ ଜ୍ୱର ହୋଇଥିବା ଯୋଗୁଁ ଛପନ ପଉଟି ଭୋଗ ଖାଉଥିବା ମହାପ୍ରଭୁଙ୍କୁ ନାନଦି ଫୁଲ,ଫଳ,କ୍ଷୀର,ଛେନା ଆଦିରେ ପ୍ରସ୍ତୁତ ଭୋଗ ଲାଗି ହେଉଛି । ଆଉ ମହାପ୍ରଭୁ ଅଣସର ଘରେ ଥିବା ଯୋଗୁ ମହାପ୍ରଭୁଙ୍କ ପାଖରେ ଶୁକ୍ଳ ବସ୍ତ୍ର ପରିଧାନ କରିବା ସହିତ ଶୁକ୍ଳ ଫୁଲ ଲାଗି ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking