34.1 C
Bhubaneswar
Thursday, April 10, 2025
Homeଓଡିଶାକଟକରେ ଜଳୁଛି ସୋ’ରୁମ୍‌

କଟକରେ ଜଳୁଛି ସୋ’ରୁମ୍‌

କଟକ: ସୁଟ୍‌କେସ୍ ସୋ’ରୁମ୍ ସହ କପଡା ଗୋଦାମରେ ଲାଗିଛି ଭୟଙ୍କର ନିଆଁ । ଦୋଳମୁଣ୍ଡାଇରେ ଥିବା ସୋ’ରୁମ୍ ସହ ଗୋଦାମରେ ଅଗ୍ନିକାଣ୍ଡ । ପ୍ରଥମ ଓ ଦ୍ୱିତୀୟ ମହଲାରେ ଲାଗିଛ ନିଆଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଅଧଘଣ୍ଟାରୁ ଅଧିକ ହେବ ହୁତୁହୁତୁ ହୋଇ ଜଳୁଛି ନିଆଁ । ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ । ଏସି ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking