24.1 C
Bhubaneswar
Tuesday, December 23, 2025
Homeଓଡିଶାଖୋର୍ଦ୍ଧା ସହରରେ ଦୋକାନ, ବଜାର ବନ୍ଦ

ଖୋର୍ଦ୍ଧା ସହରରେ ଦୋକାନ, ବଜାର ବନ୍ଦ

ଖୋର୍ଦ୍ଧା : ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ସହରର ବ୍ୟବସାୟୀଙ୍କ  ମଧ୍ୟରେ ବିକ୍ଷୋଭ ଦେଖାଦେଇଛି ।  ସହରର ବ୍ୟବସାୟୀଙ୍କ ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ଖୋର୍ଦ୍ଧା ସହରରେ ଦୋକାନ ବଜାର ବନ୍ଦ କଲେ । ଭେଣ୍ଡିଂ ଜୋନକୁ ବିରୋଧ କରି ବିକ୍ଷୋଭ ଚାଲିଛି । ବ୍ୟବସାୟୀ ମହାସଂଘର ସ୍ଥାୟୀ ପାଇଁ  ଥଇଥାନ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking