22.1 C
Bhubaneswar
Friday, December 5, 2025
Homeଓଡିଶାଓଜନରେ ଠକୁଛନ୍ତି ଦୋକାନୀ: ମନ୍ତ୍ରୀ

ଓଜନରେ ଠକୁଛନ୍ତି ଦୋକାନୀ: ମନ୍ତ୍ରୀ

ଭୁବନେଶ୍ୱର: ମାପ ଓଜନରେ ସାଧାରଣ ଖାଉଟିକୁ ଠକୁଛନ୍ତି ବ୍ୟବସାୟୀ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସୂଚନା ଦେଇ କହିଛନ୍ତି ଯେ ଦୁଇ ବର୍ଷରେ ସାମ୍ନାକୁ ଆସିଲାଣି ୧୫୩ ମାମଲା । ୨ ବର୍ଷରେ ୩ ଲକ୍ଷ ୧୨ ହଜାର ୩୨୬ ଚଢାଉ ହୋଇଛି । ୧୦ ହଜାର ୭୫୬ ମାମଲା ରୁଜୁ ହୋଇଛି । କେବଳ ମାପ ଓ ଓଜନରେ ୧୫୩ ମାମଲା ଆସିଛି । ବାକି ୧୦ ହଜାର ୬୦୩ ଅନ୍ୟ କାରଣ ପାଇଁ ମୋକଦ୍ଦମା ହୋଇଛି । ମୋଟ୍ ୩ କୋଟି ୧୧ ଲକ୍ଷ ୭୫୦ ଟଙ୍କା ଫାଇନ୍ ଆଦାୟ ହୋଇଛି । ମାପ ଓ ଓଜନ ଠକେଇ ବାବଦରେ ୨୩ ଲକ୍ଷ ୫୧ ହଜାର ଟଙ୍କା ଫାଇନ ଆଦାୟ ହୋଇଛି ।

୩୧ ଯାଏଁ ଜାରି ରହିବ ଇ-କେୱାଇସି

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking