33.1 C
Bhubaneswar
Monday, March 30, 2026
Homeଓଡିଶାବାରଣ୍ଡାରେ ଶୋଇଥିବା ବେଳେ  ଭାଇଭଉଣୀଙ୍କୁ ଗୁଳିମାଡ

ବାରଣ୍ଡାରେ ଶୋଇଥିବା ବେଳେ  ଭାଇଭଉଣୀଙ୍କୁ ଗୁଳିମାଡ

ଅନୁଗୁଳ :ବାରଣ୍ଡାରେ ଶୋଇଥିବା ବେଳେ  ଭାଇଭଉଣୀଙ୍କୁ ଗୁଳିମାଡ ହୋଇଛି । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କିଶୋରନଗର ଥାନା ଭାଗମଣ୍ଡା ଗାଁର ଘଟଣା । ୧୩ ବର୍ଷର ଝିଅ ଓ ୯ ବର୍ଶର ପୁଅ ଗୁରୁତର  ଅଛନ୍ତି । ଉଭୟଙ୍କ ପେଟରେ  ବାଜିଛି ଗୁଳି । ତେବେ ଗୁଳିମାଡ କାହିଁକି ହୋଇଛି ଏହାର କାରଣ ଅସ୍ପଷ୍ଟ  । ଘଟଣାସ୍ଥଳରେ ପୋଲିସ ପହଞ୍ଚି  ଛାନଭିନ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking