32.1 C
Bhubaneswar
Sunday, March 29, 2026
Homeଓଡିଶାରାତି ସାରା ପାଳୁଥିଲେ ଶିବରାତ୍ରୀ: କଳାକନା ବୁଲାଇଲେ ଦୁର୍ବୃତ୍ତ

ରାତି ସାରା ପାଳୁଥିଲେ ଶିବରାତ୍ରୀ: କଳାକନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାତି ସାରା ଶିବରାତ୍ରୀ ପାଳୁଥିଲେ । ହେଲେ ଏପଟେ ତାଲା ଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଲକ୍ଷାଧିକ ଟଙ୍କାର ସୁନା,ସୂପା, ଟଙ୍କା ଓ ଦରକାରୀ କାଗଜ ପତ୍ର ଲୁଟିଲେ ଚୋର। ନୀଳଗିରି ଥାନା ସାନପାଟପୁର ଗାଁର ସୁବାସ ଦଳେଇଙ୍କ ଘରେ ଘଟିଛି ଏଭଳି ଘଟଣା। ପୁଲିସ୍ ଦୁର୍ବୃତ୍ତ ଙ୍କୁ ଧରି ଦୃଢ଼  କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକଙ୍କ ଦାବି ।ସୂଚନା ମୁତାବକ ଗତ କାଲି ସନ୍ଧ୍ୟାରେ ପରିବାର ଲୋକେ ଗ୍ରାମର ଶିବ ମନ୍ଦିରକୁ ଜାଗର ଜାଳିବାକୁ ଯାଇଥିଲେ ହେଲେ ଭୋର ସମୟରେ ଫେରିବା ବେଳକୁ ଘରର ମୁଖ୍ୟ ଫାଟକର ତାଲା ଭଙ୍ଗାଯାଇଥିବାର ଦେଖିଥିଲେ।ପରେ ଘରର ସମସ୍ତ ସୁନା,ଗହଣା,ନଗଦ ଟଙ୍କା ଚୋରି ହୋଇଥିବା ଦେଖିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking