24.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶ ଶିଳ୍ପା ଶେଟ୍ଟୀଙ୍କ  ଷ୍ଟାଇଲିସ  ଲୁକ

 ଶିଳ୍ପା ଶେଟ୍ଟୀଙ୍କ  ଷ୍ଟାଇଲିସ  ଲୁକ

ନୂଆଦିଲ୍ଲୀ : ନୂଆ ଲୁକରେ ଶିଳ୍ପା ସେଟ୍ଟୀ ।  ଏକ ଧଳା ରଙ୍ଗର ଫୁଲ ସ୍ଲିଭ ଜ୍ୟାକେଟ ସହିତ  ଅଣ୍ଟାରେ ଏକ ବେଲ୍‌ଟ । ଏବଂ  ବ୍ରାଉନ  ବୁଟ ପିନ୍ଧିଛନ୍ତି । ଯେଉଁଥିରେ ଶିଳ୍ପା ଏହି ଲୁକରେ   ବହୁତ କ୍ଲାସି ଏବଂ ସୁନ୍ଦର ଲାଗୁଛନ୍ତି । ଯାହା ଶିଳ୍ପାଙ୍କ ଚେହେରାକୁ ଅଧିକ ଆକର୍ଷଣୀୟ କରୁଛି ।    ପୋଷାକ ସହିତ ହାଲକା ମେକଅପ ମଧ୍ୟ ନେଇଛନ୍ତି । ତେବେ ଏହି ପୋଷାକ ପିନ୍ଧି ଆପଣ ମଧ୍ୟ  ନିଜ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇପାରିବେ ।  ଏହି ଗେଟଅପ ଆପଣଙ୍କୁ ଏକ ନିଆରା ଲୁକ ଦେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking