ନୂଆଦିଲ୍ଲୀ : ୨୦୨୫ ଜୁନ ସୁଦ୍ଧା ସରିବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାଯ୍ୟ । ଏନେଇ ସୂଚନା ଦେଲେ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର । ଏଯାବତ ୬୦ ପ୍ରତିଶତ ନିର୍ମାଣ କାଯ୍ୟ ସରିଲାଣି । ଡିଜିଟାଲୀ ଗ୍ୟାଲେରୀ କାଯ୍ୟ ୨୦୨୫ ସେପ୍ଟେମ୍ବର ସୁଦ୍ଧା ସରିବ ।