27.1 C
Bhubaneswar
Friday, October 18, 2024
Homeଓଡିଶାବେଆଇନ ନୁହେଁ ଶଙ୍ଖ ଭବନ : ବିଜେଡି  

ବେଆଇନ ନୁହେଁ ଶଙ୍ଖ ଭବନ : ବିଜେଡି  

ଭୁବନେଶ୍ୱର : ଶଙ୍ଖ ଭବନ ପ୍ରସଙ୍ଗରେ ବିଜେଡିର ପ୍ରେସମିଟ୍ । ପାର୍ଟି ଅଫିସ ପାଇଁ ବିଜେଡିକୁ ୧ ଏକର ୧୩୮ ମିଳିଥିଲା । ବିଜେଡି କହିଲା ବେଆଇନ ନୁହେଁ ଶଙ୍ଖ ଭବନ । ଖାରବେଳନଗରରେ ବିଜେପିକୁ ମଧ୍ୟ ଜମି ଆବଣ୍ଟନ ହୋଇଥିଲା । ବେଞ୍ଚମାର୍କ ଭ୍ୟାଲ୍ୟୁ ଦେଇ ସରକାରଙ୍କ ଠାରୁ ଜମି କିଣାଯାଇଛି । ଜମି ପାଇଁ ପ୍ରାୟ ୧୩ ଲକ୍ଷ କୋଟି ପୈଠ କରାଯାଇଥିଲା । ରାଜସ୍ୱମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି । ମନ୍ତ୍ରୀଙ୍କୁ ବୋଧହୁଏ ସବୁ ତଥ୍ୟ ଅବଗତ କରାଯାଇନାହିଁ । ବିଜେପି ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବୋଲି କହିଲା ବିଜେଡି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking