ନୂଆଦିଲ୍ଲୀ: କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ ଶାଳିନୀ ପଣ୍ଡିତ । ୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ଶାଳୀନୀଙ୍କ ସମେତ ୩୫ ଅଧିକାରୀ କେନ୍ଦ୍ରକୁ ଯିବା ନେଇ ଅନୁମୋଦନ ମିଳିଛି ।