30.1 C
Bhubaneswar
Tuesday, June 24, 2025
Homeଓଡିଶାଭିଣୋଇର ଟାଙ୍ଗିଆ ଚୋଟରେ ଶାଳି ମୃତ

ଭିଣୋଇର ଟାଙ୍ଗିଆ ଚୋଟରେ ଶାଳି ମୃତ

ଗଞ୍ଜାମ: ଶାଳୀକୁ ମାରିଲା ଭିଣୋଇ । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା  ଚଢିଆପଲ୍ଲୀ ଗାଁରେ ଅଭାବନୀୟ ଘଟଣା ଘଟିଛି । ଆଶାକର୍ମୀ ଟୁନି ତ୍ରିପାଠୀଙ୍କୁ  ଟାଙ୍ଗିଆରେ ହାଣି ହତ୍ୟା କଲା ଭିଣୋଇ । ଜମି ବାଡି ବିବାଦକୁ କେନ୍ଦ୍ର କରି  ଶାଳୀ ଏବଂ ଭିଣୋଇ ପରିବାର ମଧ୍ୟରେ ବହୁ ଦିନ ହେଲା  ଲାଗି ରହିଥିଲା ବିବାଦ । ଆଜି ସକାଳୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।  ଭିଣେଇ ଉତ୍ୟକ୍ତ ହୋଇ  ଟାଙ୍ଗିଆରେ  ଶାଳୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ ।  ଘଟଣାସ୍ଥଳରେ ହିଁ ଟୁନିଙ୍କର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ଫେରାର ଥିବା ବେଳେ ଜଗନ୍ନାଥପୁର ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking