24.1 C
Bhubaneswar
Friday, March 20, 2026
Homeଓଡିଶାଛାତ୍ର କଂଗ୍ରେସ ପକ୍ଷରୁ 'ଶକ୍ତି ମାର୍ଚ୍ଚ'

ଛାତ୍ର କଂଗ୍ରେସ ପକ୍ଷରୁ ‘ଶକ୍ତି ମାର୍ଚ୍ଚ’

ଭୁବନେଶ୍ୱର: ଆଜି ରାଜ୍ଯ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ ଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ ତରଫରୁ ଇନ୍ଦିରା ଗାନ୍ଧୀ ଙ୍କୁ ମନେ ପକାଇ “ ଶକ୍ତି ମାର୍ଚ୍ଚ” ଅନୁଷ୍ଠିତ ହୋଇଯାଇଛି । ୧୯୭୧ ମସିହାରେ ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ଯରେ ଯୁଦ୍ଧ ହୋଇଥିଲା ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପାକିସ୍ତାନ କୁ କଡା ଜବାବ ଦେଇଥିଲେ ଏବଂ ପାକିସ୍ତାନ କୁ ଦୁଇ ଫାଳ କରି ଆଉ ଏକ ଦେଶ ବାଗାଂଲାଦେଶ କୁ ନିର୍ମାଣ କରିଦେଇଥିଲେ । ସେତେବେଳେ ମଧ୍ଯ ଇନ୍ଦିରା ଗାନ୍ଧୀ ଙ୍କ ଉପରେ ଆମେରିକା ଚାପ ସୃଷ୍ଟି କରିଥିଲା କିନ୍ତୁ ସେ ଚାପ କୁ ଖାତିର କରିନଥିଲେ କିନ୍ତୁ ଏବେକାର ପ୍ରଧାନମନ୍ତ୍ରୀ ଆମେରିକା ଚାପରେ ତୁରନ୍ତ ଯୁଦ୍ଧ ବିରତି ଘୋଷଣା କରିଦେଇଥିଲେ ଏହା ଭାରତ ପାଇଁ ଏକ ଲଜ୍ଯାକର ବିଷୟ । ତେଣୁ ସେଥିପାଇଁ ଆଜି ଇନ୍ଦିରା ଗାନ୍ଧୀ ଙ୍କୁ ଛାତ୍ର କଂଗ୍ରେସ ନେତା ମାନେ ମନପକାଇ ଏକ ପଦଯାତ୍ରା ଅନୁଷ୍ଠିତ କରିଥିଲେ। ଏହି କାର୍ଯ୍ଯକ୍ରମ ରେ ଶାହାରୁଖ ଖାନ , ଜଗଦିଶ ରାଉତ , ସାଇ ପ୍ରଭଞ୍ଜନ ମହାପାତ୍ର, ସିଦ୍ଧାନ୍ତ ଓମ ପ୍ରକାଶ , ଆଦିତ୍ଯ ଅଶୁଂମାନ ପାତ୍ର , ମହେଶ କୁମାର ଗରଡ , ଚିନ୍ମୟ ବେହେରା , ଶିବ ରଞ୍ଜନ ସାହୁ , ଅମିୟ କୁମାର ନାୟକ , ପ୍ରମୁଖ ଯୋଗଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking