17.1 C
Bhubaneswar
Tuesday, December 9, 2025
Homeଓଡିଶାଶାହଙ୍କ ଓଡିଶା ଗସ୍ତ ସ୍ଥଗିତ

ଶାହଙ୍କ ଓଡିଶା ଗସ୍ତ ସ୍ଥଗିତ

ଭୁବନେଶ୍ୱର: ଅମିତ ଶାହଙ୍କ ଓଡିଶା ଗସ୍ତ ରହିଛି ।  ସମ୍ଭାବ୍ୟ ଯୁଦ୍ଧ ଯୋଗୁଁ ଅମିତ ଶାହଙ୍କ   ଗସ୍ତ ବାତିଲ ରହିଛି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥାନ୍ତେ ଗୃହମନ୍ତ୍ରୀ ଅମିତ ଶାହ । ୧୦ ଓ ୧୧ ତାରିଖରେ  ଓଡିଶା ଆସିଥାନ୍ତେ । ସମ୍ବଲପୁର ଓ ଭୁବନେଶ୍ୱରରେ କାଯ୍ୟକ୍ରମରେ ଯୋଗ ଦେବାର ଥିଲା । ଏନେଇ ସୂଚନା ଦେଲେ ସମ୍ବଲପୁର ଜିଲ୍ଲାପାଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking