21.1 C
Bhubaneswar
Saturday, December 20, 2025
Homeଓଡିଶାଅନାଥ ଆଶ୍ରମ ପିଲାମାନଙ୍କୁ କାଳୀ ପୂଜାମଣ୍ଡପ ବୁଲାଇଲେ ସହିଦ୍ ଭଗତ ସିଂ ଯୁବକ ସଙ୍ଗ

ଅନାଥ ଆଶ୍ରମ ପିଲାମାନଙ୍କୁ କାଳୀ ପୂଜାମଣ୍ଡପ ବୁଲାଇଲେ ସହିଦ୍ ଭଗତ ସିଂ ଯୁବକ ସଙ୍ଗ

ଯାଜପୁର: ସହିଦ ଭଗତସିଂ ଯୁବକ ସଂଗ ଅନlଥ, ଭୀମ କ୍ଷେମ ଦିନ ଦରିଦ୍ର ବେସରl ମାନଂକ ସବ ସତ୍କାର ଓ ରାସ୍ତା ଘାଟ ରେ ପଡ଼ି ଥିବା ବେସରl ଲୋକ ମାନକୁ ଖାଦ୍ୟ ଦେବା ସହ ସ୍ୱତନ୍ତ୍ର ସେବା ଯୋଗାଇ ଦେଇ ମାନ ବିକତା ର ଏକ ପରିଚୟ ସୃଷ୍ଟି କରିଛି ଓ ଆଦର୍ଶ ସୃଷ୍ଟି କରିଛି l ଯୁବ ସମାଜ କୁ ସେବା ମନ ବୃତ୍ତି ପାଈ ପ୍ରେରଣା ଦେଉଛି ଅନାଥ ଆଶ୍ରମ ର ପିଲା ମାନକୁ ସେମାନ ମନ ରେ ହସ ଫୁଟେଇ ବା ପାଇଁ କାଳୀପୂଜା ମଣ୍ଡପ ଗୁଡ଼ିକ ବୁଲାଇ ସେମାନଙ୍କୁ ଖୁସି କରିଛି l ଅନାଥ ଶିଶୁ ମାନଙ୍କ ମୁହଁ ରେ ହସ ଫୁଟାଇବା ପାଇଁ ବପା ମା ଓ ପରିଜନ ଲୋକ ସେମାନଙ୍କ ର ନାହିଁ ବୋଲି ସେକଥା ନ ଭାବିବା ପାଇଁ ସହିଦ ଭଗତ ସିଂଯୁବକ ସଂଗ ର କର୍ମକର୍ତ୍ତା ଅର୍ଣପୂର୍ଣ୍ଣl ଶିଶୁ ଅନାଥ ଆଶ୍ରମ ର ଅନ୍ତ ବାସିନୀ ମାନଙ୍କ ପାଇଁ ସହର ଗଣ ପର୍ବ କାଳୀ ପୁଜା ବୁଲାଇ ଥିଲେ l ଏହି ସହର କାଳୀ ପୂଜା କୁ ଉପଭୋଗ କରିବା ପାଇଁ ପୁଜା ମଣ୍ଡପ ଗୁଡ଼ିକ ଦେଖl ଇ ବା ପାଇଁ ବୁଲାଇ ଥିଲେ ସେମାନଙ୍କୁ ସଂଗ ସଭାପତି ରାଜେନ୍ଦ୍ର ବିଶ୍ଵାଳ ଙ୍କ ନେତୃତ୍ଵ ରେ ଯୁବକ ସଂଗ ର ସଭ୍ୟ ମାନେ ସହଯୋଗ ହାତ ଥିଲେ ମା ଶ୍ୟମା କାଳୀ ଶାନ୍ତି ପୂଜା କମିଟି କାର୍ଯ୍ୟlଳୟ ରେ ପହଞ୍ଚିବା ପରେ ଶାନ୍ତି କମିଟି ପକ୍ଷ ରୁ ଅlଭାହକ ଵିଦ୍ୟା ଧର ମହାନ୍ତି ବିବେକା ନନ୍ଦ ମହାନ୍ତି ହୁଶିକେଶ ସହୁ ଦିନେଶ ସାହୁ ଦେବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଶାନ୍ତି କମିଟି ର ସଦସ୍ୟ ମାନେ ସ୍ୱlଗତ କରି ଶୁଭେଛା ଜଣାଇବା ସଂଗେ ପିଲା ମାନଙ୍କୁ ମିଠl ଖାଇବାକୁ ଦେଇ ଥିଲେ l ଯାଜପୁର ଏସ ଡି ପି ଓ ସଞ୍ଜୟ ପଟ୍ଟନାୟକ ଥାନ ଅଧିକାରି ଉପେନ୍ଦ୍ର କୁମାର ପ୍ରଧାନ ପ୍ରମୂଖ ପାଠ ପଢି ଭବିଷ୍ୟତ ରେ ବଡ଼ ମଣିଷ ହେବା ପାଈ ସେମାନଙ୍କୁ ଉପଦେଶ ଦେଇ ଥିଲା ଯୁବକ ସଂଗ ପକ୍ଷ ରୁ ପିଲା ମାନକ ଇଚ୍ଛା ଅନୁ ଯାଇ ଖେଳନା କୂ କିଣି ଦେଇ ଥିଲେ ସେମାନେ ହସ ଖୁସି ର ମଜା ନେଇ ଥିଲେ l ରାଜେନ୍ଦ୍ର ବିଶ୍ଵାଳ ଙ୍କ ମହତ୍ କାର୍ଯ୍ୟ କୁ ଶାନ୍ତି କମିଟି ପକ୍ଷ ରୁ ଧନ୍ୟ ବାଦ ଦିଆ ଯାଇ ଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking