31.1 C
Bhubaneswar
Wednesday, March 25, 2026
Homeଓଡିଶାସମ୍ବଲପୁର ଗସ୍ତରେ ଯିବେନି ଶାହା: ତୋମାର

ସମ୍ବଲପୁର ଗସ୍ତରେ ଯିବେନି ଶାହା: ତୋମାର

ଭୁବନେଶ୍ୱର: ୨୮ ରେ ଭୁବନେଶ୍ୱର ଆସିବେ ଗୃହମନ୍ତ୍ରୀ ଅମିତ ଶାହା ଆସିବେ । ସମ୍ବଲପୁର ଗସ୍ତରେ ଯିବେନି ଅମିତ ଶାହା । ୨୯ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି ଅମିତ ଶାହାଙ୍କର । ଏ ନେଇ ଆଜି ସୂଚନା ଦେଇ ଜଣାଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର । ସେ ଆସନ୍ତା ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ଵର ଆସି ପହଂଚିବେ । କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ୨୯ ତାରିଖ ସକାଳେ ଭୁବନେଶ୍ଵରରେ ରହି ଦିଲ୍ଲୀ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟଳୟରେ ହେବାକୁ ଥିବା ବୈଠକରେ ଭିସି ମାଧ୍ୟମରେ ଯୋଗଦେବେ। ଏନେଇ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି। ଏହି ବୈଠକରେ ସବୁ ରାଜ୍ୟର ସଭାପତି, ସଙ୍ଗଠନ ମହାମନ୍ତ୍ରୀ, ପ୍ରଭାରୀ, ସହ ପ୍ରଭାରୀ ଓ ରାଷ୍ଟ୍ରୀୟ ପଦାଧିକାରୀମାନେ ଉପସ୍ଥିତ ରହିବେ। ତେବେ ଅମିତ ଶାହଙ୍କର ସମ୍ବଲପୁର ଗସ୍ତ ନାହିଁ ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking