17.1 C
Bhubaneswar
Tuesday, December 9, 2025
Homeଓଡିଶାଏସ୍‌ଜିଏସୱାଇ ଟଙ୍କା ହଡପ: ୮ ମହିଳା ଗିରଫ

ଏସ୍‌ଜିଏସୱାଇ ଟଙ୍କା ହଡପ: ୮ ମହିଳା ଗିରଫ

ଜଗତସିଂହପୁର: ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ ସ୍ୱରୋଜଗାର ଯୋଜନା (ଏସ୍‌ଜିଏସୱାଇ) ଅର୍ଥ ହଡପ ଅଭିଯୋଗରେ ଗିରଫ ହେଲେ ୮ ମହିଳା । ୮ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ ଟିମ୍ । ଜଗତସିଂହପୁର ନାଉଗାଁ ଥାନା କୁରୁକି ଗାଁର ଏସଏଚଜିର ୮ ମହିଳା ଗିରଫ ହେଲେ । ଏସ୍‌ଜିଏସୱାଇରେ ଗାଈ କିଣିବାକୁ ଟଙ୍କା ନେଇ କିଣି ନଥିବାରୁ ଗିରଫ ହେଲେ । ଦେଢ ବର୍ଷ ହେଲା ଗିରଫଦାରି ଏଡାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking