30.1 C
Bhubaneswar
Tuesday, January 20, 2026
Homeଓଡିଶାସେକ୍ସଟର୍ସନ ଅଭିଯୋଗ: ୫ ଗିରଫ

ସେକ୍ସଟର୍ସନ ଅଭିଯୋଗ: ୫ ଗିରଫ

କଟକ: ସେକ୍ସଟର୍ସନର ଶିକାର ବୃଦ୍ଧଙ୍କ ଠାରୁ ୮୮ ଲକ୍ଷ ଠକେଇ ଅଭିଯୋଗ । ଅଶ୍ଳୀଳ ଫଟୋ ଭିଡିଓ ଦେଖାଇ ବୃଦ୍ଧଙ୍କ ଠାରୁ ସାଇବର ଠକେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଯାଜପୁର ଧର୍ମଶାଳାରେ କମିଶନରେଟ୍ ପୋଲିସ ଚଢାଉ କରିଛି । ଚଢାଉ କରି ୧୪ ଲକ୍ଷ ଟଙ୍କା ସହ ସୁନା ଗହଣା ଜବତ କରିଛି ପୋଲିସ । ଏହି ଘଟଣାରେ ପୋଲିସ ୫ ଅଭିଯୁକ୍ତକୁ ଗିରଫ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking