32.1 C
Bhubaneswar
Saturday, October 19, 2024
Homeଅପରାଧରାଜଧାନୀ ଭୁବନେଶ୍ୱରରେ ସେକ୍ସ ରାକେଟ ଠାବ

ରାଜଧାନୀ ଭୁବନେଶ୍ୱରରେ ସେକ୍ସ ରାକେଟ ଠାବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ସେକ୍ସ ରାକେଟ ଠାବ କରାଯାଇଛି । ରବି ଟକିଜ ଛକ ଠାରେ ଥିବା ଏକ ସେଲୁନ ଓ ସ୍ପାରେ ଏହି ରାକେଟ ଠାବ କରାଯାଇଛି । ସେଠାରେ ଦୀର୍ଘଦିନ ହେଲା ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ସେଠାରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ସୂଚନା ପାଇବା ପରେ ଶନିବାର ବଡ଼ଗଡ଼ ପୁଲିସ ଚଢ଼ଉ କରିଛି । ତେବେ ଏହି ଚଢ଼ଉ ବେଳେ ଜଣେ ଯୁବକ ଓ ୨ଜଣ ଯୁବତୀ ଧରାପଡ଼ିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking