18.1 C
Bhubaneswar
Thursday, February 5, 2026
Homeଓଡିଶାବଣାଇଁ ଅଞ୍ଚଳରେ ପ୍ରବଳ ଶୀତ

ବଣାଇଁ ଅଞ୍ଚଳରେ ପ୍ରବଳ ଶୀତ

ବଣାଇଁ: ଗତ କିଛି ଦିନ ଧରି ଆରମ୍ଭ ହୋଇଗଲାଣି ପ୍ରବଳ ଶୀତ l ବଣାଇଁ ଅଞ୍ଚଳରେ ପ୍ରବଳ ଶୀତ ଲହରି ହେଉଥିବା ଦେଖାଦେଇଛି। ଏହା ସହିତ ବଣାଇଁ ସମେତ ଗୁରୁଣ୍ଡିଆ, ଲହୁଣୀପଡା ଓ କୋଇଡା ଅଞ୍ଚଳରେ ସକାଳ ସମୟରେ ଘରୁ ବାହାରି ବଡ ଅସମ୍ଭବ ହୋଇ ପଡିଥିବା ଜଣାପଡିଛି। ବିଶେଷ କରି ମଧ୍ୟ ରାତ୍ରୀରୁ ସକାଳ ୭ ଟା ପର୍ଯ୍ୟନ୍ତ ଶୀତର ପ୍ରକୋପ ଅଧିକ ପରିମାଣର ରହୁଛି। ଏହି ସମୟରେ ବିଶେଷ କରି ଭୋର୍ ୪ଟା ରୁ ଦିନ ୭ଟା ପର୍ଯ୍ୟନ୍ତ କୁହୁଡି ମଜା ନେଉଥିବା ବେଳେ ଏପଟେ ଶୀତର ପ୍ରକୋପ ଜାରି ରହିଛି । ଏହି ସମୟରେ ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ଯୁବକ ଓ ବୃଦ୍ଧ ବ୍ୟୟାମର ମଜା ନେଉଥିବା ବେଳେ ପିଲା ଯୁବକ କଣ ବୃଦ୍ଧ ବୃଦ୍ଧା ନିଆଁ ଲଗାଇ ବସି ରହୁଥିବା ବେଳେ ଚାହା ଦୋକାନରେ ଭିଡ଼ ଲାଗି ରହୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking