23.1 C
Bhubaneswar
Friday, February 27, 2026
Homeଓଡିଶାମା' କିଚକେଶ୍ୱରିଙ୍କ ମନ୍ଦିରରେ ସପ୍ତମୀ ପୂଜା

ମା’ କିଚକେଶ୍ୱରିଙ୍କ ମନ୍ଦିରରେ ସପ୍ତମୀ ପୂଜା

ମୟୁରଭଞ୍ଜ: ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଦୁର୍ଗତିନାଶିନି ମହିସାମର୍ଦ୍ଦିନି ଜଗତଜନନୀ ମା’ ଦୁର୍ଗାଙ୍କ ପୂଜାକୁ ନେଇ ଗାଁ ଠୁ ସହର ଚଳଚଞ୍ଚଳ ଦେଖାଦେଇଛି। ତେବେ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କ ଷୋଡଶ ଉପଚାରରେ ନବରାତ୍ର ପୂଜା ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଛି। ଯେଉଥିପାଇଁ ଯଶିପୁରର ଖିଚିଂ ଠାରେ ବିରାଜିତ ଥିବା ମା’ କିଚକେଶ୍ୱରିଙ୍କ ମନ୍ଦିରରେ ନବରାତ୍ର ପୂଜା ଶ୍ରଦ୍ଧାଳୁଙ୍କ ଗହଳି ମଧ୍ୟରେ ବିଧିପୂର୍ବକ ଆରମ୍ଭ ହୋଇଛି। ଏଠାକୁ ଝାରଖଣ୍ଡ,ବିହାର, ପଶ୍ଚିମବଙ୍ଗ ରାଜ୍ୟବାସି ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁ ମାନେ ଭକ୍ତିପୂତ ନୈବେଦ୍ୟ ନେଇ ମା’ଙ୍କ ପୂଜା ପାଇଁ ଆସି ପୂଜା କରୁଥିବା ଦେଖିବାକୁ ମିଳିଛି। ତେବେ କଥାରେ ଅଛି “ବିଶ୍ୱାସେ ମିଳଇ ହରି,ତର୍କେ ବହୁଦୂର”।  ମା’ଙ୍କର ସପ୍ତମୀ ପୂଜା ବିଧି ଅନୁସାରେ ଅନୁଷ୍ଠିତ ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking