24.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଜଲ୍ଲିକାଟୁ ପ୍ରତିଯୋଗିତାରେ ୭ ମୃତ, ୪୦୦ ଆହତ

ଜଲ୍ଲିକାଟୁ ପ୍ରତିଯୋଗିତାରେ ୭ ମୃତ, ୪୦୦ ଆହତ

ତାମିଲନାଡୁ: ଜଲ୍ଲିକାଟୁ ପ୍ରତିଯୋଗିତାରେ ୭ ଜଣଙ୍କୁ ମୃତ୍ୟୁ ହୋଇଥିବାବେଳେ ୪୦୦ ଜଣ ଆହତ ହୋଇଛନ୍ତି । ୬ ଜଣ ଦର୍ଶକଙ୍କ ସହ ଜଣେ ପ୍ରତିଯୋଗୀଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତାହତ ମଦୁରାଇ, ଶିବଗଙ୍ଗା ଓ ପାଖାପାଖି ଅଞ୍ଚଳର ବୋଲି ଜଣାପଡିଛି । ୪୦୦ରୁ ଅଧିକ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଜଲ୍ଲିକାଟୁ ତାମିଲନାଡୁର ଏକ ପ୍ରସିଦ୍ଧ ଖେଳ। ଜାନୁଆରୀ ମାସର ମଧ୍ୟଭାଗରେ ରାଜ୍ୟର ପୋଙ୍ଗଲ ପର୍ବ ସମୟରେ ଏହି ଖେଳ ଖେଳାଯାଏ। ଖେଳରେ ଯିଏ ଷଣ୍ଢର ଗୁଜକୁ ଧରି ଅଧିକ ସମୟ ରହିପାରେ ତାକୁ ବିଜେତା ଘୋଷଣା କରାଯାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking