15.1 C
Bhubaneswar
Thursday, December 12, 2024
Homeଓଡିଶାଅଭିଯୋଗ  ଆସିଲେ  ବସ୍ତି ଯାଞ୍ଚ ହେବ – ମନ୍ତ୍ରୀ

ଅଭିଯୋଗ  ଆସିଲେ  ବସ୍ତି ଯାଞ୍ଚ ହେବ – ମନ୍ତ୍ରୀ

ଭୁବନେଶ୍ୱର : ବାଂଲାଦେଶୀ ଅନୁପ୍ରବେଶ ଓ ଓଡିଶାରେ ରହିବା ପ୍ରସଙ୍ଗରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ସ୍ଥିତି ଉପରେ ସରକାରଙ୍କ ପୂରା ନଜର ରହିଛି । ବାଂଲାଦେଶୀ ଅନୁପ୍ରବେଶ ମାର୍ଗକୁ ନେଇ ଅନୁଧ୍ୟାନ ହେବ ।  ଅନୁଧ୍ୟାନ ପାଇଁ ଗୃହ ବିଭାଗକୁ  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  ରହିଛି । ବାଂଲାଦେଶୀଙ୍କ ବିରୋଧରେ ଅଭିଯୋଗ ଆସିଲେ ବସ୍ତି ଯାଞ୍ଚ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking