26.1 C
Bhubaneswar
Thursday, December 18, 2025
Homeଓଡିଶାହୃଦଘାତରେ ସେବାୟତଙ୍କ ମୃତ୍ୟୁ

ହୃଦଘାତରେ ସେବାୟତଙ୍କ ମୃତ୍ୟୁ

ପୁରୀ : ଶ୍ରୀମନ୍ଦିରରେ  ସେବାୟତଙ୍କୁ  ହୃଦଘାତ । ଗୁରୁତର ସେବାୟତଙ୍କୁ  ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୁଆର ବଡୁ ସେବାୟତ ଜଗନ୍ନାଥ ସୁନାଥାଳିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଶ୍ରୀମନ୍ଦିର ଭିତରେ ଠାକୁରଙ୍କ  ସେବା କରୁଥିଲେ । ଏହି ଦୁଖ ଖବରରେ ସମସ୍ତେ ମର୍ମାହତ ହୋଇପଡିଛନ୍ତି । ପରିବେଶ ଶୋକାକୁଳ ଦେଖାଦେଇଛି । ପରିବାର ବର୍ଗ ପୂରା ଭାଙ୍ଗି ପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking