ଭୁବନେଶ୍ୱର: କୋଟିଆ ବିବାଦକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ ବୟାନ ରଖିଛନ୍ତି । କହିଛନ୍ତି, କେନ୍ଦ୍ର ସରକାରଙ୍କ ସମ୍ପର୍କରେ ଅଛି ରାଜ୍ୟ ସରକାର । କୋଟିଆ ସମସ୍ୟା ଯାହାର ମାନବୀୟ ଦୃଷ୍ଟିକୋଣ ରହିଛି । ସରକାରଙ୍କ ସେବା କୋଟିଆରେ ପହଞ୍ଚି ପାରିନି । ଆନ୍ଧ୍ର ସରକାର ସେଠାରେ ପହଞ୍ଚି ସେବା ଯୋଗାଇଛି । ଆନ୍ଧ୍ରର ସେବା ପ୍ରଦାନ କୋଟିଆ ସମସ୍ୟାର କାରଣ ।










