15.1 C
Bhubaneswar
Thursday, January 15, 2026
Homeଓଡିଶାଭୁବନେଶ୍ୱରଭୁବନେଶ୍ୱର ପଳାଶୁଣୀରେ ସିରିଜ  ଦୁର୍ଘଟଣା

ଭୁବନେଶ୍ୱର ପଳାଶୁଣୀରେ ସିରିଜ  ଦୁର୍ଘଟଣା

ଭୁବନେଶ୍ୱର : ଭୁବନେଶ୍ୱର ପଳାଶୁଣୀ ଛକରେ  ସିରିଜ  ଦୁର୍ଘଟଣା ଘଟିଛି । ବସକୁ  ଟ୍ରକ ଧକ୍କା ଦେବା ପରେ  ବସଟି ଏକ ଅଟୋ ଓ ଏନଏଚଆଇର ପିକଅପ ଭ୍ୟାନକୁ ଧକ୍କା ଦେଇଛି । ଫଳରେ ଅଟୋରେ ଥିବା ୩ ଯାତ୍ରୀ ଆହତ , ଜଣେ ବୃଦ୍ଧା ଗୁରୁତର ।  ଅଟୋଚାଳକ ମଧ୍ୟ  ଆହତ ହୋଇଥିବା ସୂଚନା ରହିଛି । ଗୁରୁତର ବୃଦ୍ଧଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି ।  ସେପଟେ ଦୁର୍ଘଟଣା ପାଇଁ ପଳାସୁଣୀ ଛକରେ ଟ୍ରାଫିକ ଜାମ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking