21.1 C
Bhubaneswar
Thursday, December 18, 2025
Homeଓଡିଶାସିରିଜ୍ ଦୁର୍ଘଟଣା: ୨୦ ଗୁରୁତର

ସିରିଜ୍ ଦୁର୍ଘଟଣା: ୨୦ ଗୁରୁତର

ଆନନ୍ଦପୁର: କେଉଁଝରରେ ସିରିଜ୍ ଦୁର୍ଘଟଣା । ଏନ୍‌ଏଚ୍‌ ୨୦ କୋଳିମାଟି ନିକଟରେ ଘଟିଛି ସିରିଜ୍ ଦୁର୍ଘଟଣା । ଟୁରିଷ୍ଟ ବସ୍‌ ଓ କାର୍‌କୁ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ୍। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତିଦୁର୍ଘଟଣା ପରେ ଲୋକେ ରାସ୍ତା ଅବରୋଧ କରିଥିଲେସୂଚନା ଅନୁସାରେ ପୁରୀ ରାମଚଣ୍ଡୀ ଅଂଚଳରୁ ଘଟଗାଁ ଯାଉଥିଲା ଟୁରିଷ୍ଟ ବସ୍‌ । ସେହି ସମୟରେ ଲୁହାପଥର ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଟୁରିଷ୍ଟ ବସ୍‌ ଓ କାର୍‌କୁ ଧକ୍କା ଧକା ଦେଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଛିତେବେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking