ବ୍ୟୁରୋ : ଭିଜିଲାନ୍ସ ଜାଲରେ ଫସିଲେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିସ୍ଛାଧିକାରୀ କାର୍ଯ୍ୟଳୟର ବରିଷ୍ଠ କିରାଣି ଶେଖରଲାଲ ସାହୁ । କେନ୍ଦୁଝର ସହରର ଅଜନ୍ତା ହୋଟେଲ ଆଗରେ ଶେଖରଲାଲଙ୍କୁ ଗାଡିରୁ ଏହି ଚଙ୍କା ଜବତ କରିଛି ଭିଜିଲାନ୍ସ । ଅର୍ଥନୈତିକ ଉପାୟରେ ଠୁଳ ହୋଇଥିବା ୨ଲକ୍ଷ ୮୦ ହଜାର ଟଙ୍କା ଭିଜାଲାନ୍ସ ଜବତ କରିଛି । ତେବେ ଏତେ ଟଙ୍କା କେଉଁଠୁ ଆଣିଲେ, ତାର ଉତ୍ତର ବାବୁଙ୍କ ପାଖରେ ନାହିଁ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସମ୍ବନ୍ଧରେ ମଧ୍ୟ ଅନ୍ୟ ଠିକଣାରେ ଯାଞ୍ଚ କରୁଛି ଭିଜିଲାନ୍ସ ।










