ଭୁବନେଶ୍ୱର: ଭୁବନେଶ୍ୱରରେ ରାଇଘର ବ୍ଲକର ଚାଷୀଙ୍କ ଆନ୍ଦୋଳନ । ଆନ୍ଦୋଳନରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଓ ସଞ୍ଜୟ ଦାସବର୍ମା । ଚାଶୀଙ୍କ ସମସ୍ୟା ନେଇ କଲେ ଆଲୋଚନା । ଖିଲାପକାରୀଙ୍କ ବିରୁଦ୍ଧରେ କାଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।