ଭୁବନେଶ୍ୱର : ବିଜେଡିର ବିଭିନ୍ନ ସମ୍ମୁଖ ଶାଖା/କୋଷର ନେତୃତ୍ୱ ନେବା ପାଇଁ ବରିଷ୍ଠ ନେତାମାନଙ୍କୁ ସଂଯୋଜକ ଭାବରେ ନିଯୁକ୍ତ କରାଯାଇଛି। ବରିଷ୍ଠ ଉପସଭାପତି ଓ ସାଧାରଣ ସମ୍ପାଦକ ରାଙ୍କ ଥାଇ ଦାୟିତ୍ୱ ପ୍ରଦାନ କରାଯାଇଛି ।
ବିଜୁ କୃଷକ ଜନତା ଦଳ- ପ୍ରସନ୍ନ ଆଚାର୍ଯ୍ୟ – ସିନିୟର ଉପ ସଭାପତି
ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ – ଅନଙ୍ଗ ଉଦୟ ସିଂ ଦେଓ – ସିନିୟର ଉପ ସଭାପତି
ବିଜେଡି କୋପରେଟିଭ ସେଲ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ – ସିନିୟର ଉପ ସଭାପତି
ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ – ବଦ୍ରି ନାରାୟଣ ପାତ୍ର- ସିନିୟର ଉପ ସଭାପତି
ବିଜେଡି ମତ୍ସ୍ୟଜୀବ ସେଲ- ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ- ସିନିୟର ଉପ ସଭାପତି
ଆଦିବାସୀ ସେଲ- ମଙ୍ଗଳା କିଷାନ- ସିନିୟର ଉପ ସଭାପତି
ବରିଷ୍ଠ ନାଗରିକ ସେଲ- ଦେବାଶିଷ ସାମନ୍ତରାୟ- ଉପ ସଭାପତି
ଓବିସି ସେଲ- ଅରୁଣ କୁମାର ସାହୁ- ଉପ ସଭାପତି
ଏସସି ସେଲ- ମହେଶ ସାହୁ- ସିନିୟର ସାଧାରଣ ସମ୍ପାଦକ
ଆଇଟି ଓ ସୋସିଆଲ ମିଡିଆ ସେଲ- ଅମର ପଟ୍ଟନାୟକ- ସିନିୟର ସାଧାରଣ ସମ୍ପାଦକ