25.1 C
Bhubaneswar
Thursday, February 12, 2026
Homeଓଡିଶା୧ ଟନ୍ କଇଁଛ ଜବତ : ୨ ଗିରଫ

୧ ଟନ୍ କଇଁଛ ଜବତ : ୨ ଗିରଫ

ଚିତ୍ରକୋଣ୍ଡା : ଚାଲାଣ ବେଳେ  ମାଡି ବସିଲା ବନ ବିଭାଗ । ଚାଲାଣ ବେଳେ ୧ ଟନ୍ କଇଁଛ ଜବତ କରାଯାଇଛି । ଓ ୨ ଜଣଙ୍କୁ  ଗିରଫ କରାଯାଇଛି । ତେବେ ଚାଲାଣ ବେଳେ ଓଡିଶା-ଆନ୍ଧ୍ର ସୀମାନ୍ତ ରାଜୁଲୁକୋଣ୍ଡା ନିକଟରେ ଧରିଲା ବନ ବିଭାଗ । ୩୫ ଟି ବସ୍ତାରେ କଇଁଛକୁ ପ୍ୟାକ୍ କରି ଚାଲାଣ କରାଯାଉଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking