27.1 C
Bhubaneswar
Thursday, June 12, 2025
Homeଓଡିଶାଦରକାର ହେଲେ ଆଇନର ଆଶ୍ରୟ: ମନ୍ତ୍ରୀ

ଦରକାର ହେଲେ ଆଇନର ଆଶ୍ରୟ: ମନ୍ତ୍ରୀ

ଭୁୁବନେଶ୍ୱର: ଦୀଘା ଜଗନ୍ନାଥ ଧାମ ନାମକରଣ ବିବାଦ ନେଇ ଆଇନ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । କହିଛନ୍ତି, ଦରକାର ପଡିଲେ ଆମେ ଆଇନର ଆଶ୍ରୟ ନେବୁ । ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡିତ । ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇପାରିବ ନାହିଁ । ସେହିପରି ଦୀଘା ବେଳାଭୁମିକୁ ମହୋଦଧି କହିବାକୁ ବିରୋଧ କରୁଛୁ । ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବେ ରାଜ୍ୟ ସରକାର । ନ ମାନିଲଲେ ଆଇନର ଆଶ୍ରୟ ନେବୁ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking