33.1 C
Bhubaneswar
Thursday, May 1, 2025
Homeଓଡିଶାପହଲାଗାମ ଆକ୍ରମଣ ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପହଲାଗାମ ଆକ୍ରମଣ ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ପହଲାଗାମରେ ପଯ୍ୟଟକଙ୍କୁ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।  ପୁରୀରେ ୪ଟି  ମେରାଇନ ଥାନାକୁ ଆଲର୍ଟ କରାଯାଇଛି ।  ସନ୍ଦିଗ୍ଧଙ୍କ ଗତିବିଧି ଉପରେ  ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଶ୍ରୀ ମନ୍ଦିର ଉପରେ ଆତଙ୍କୀଙ୍କ ଆଖି  ଥିବା ନେଇ ପୂର୍ୱରୁ ଗୁଇନ୍ଦା ସତର୍କ କରାଇଛି ।  ତେଣୁ ଶ୍ରୀ ମନ୍ଦିରକୁ କଡା ସୁରକ୍ଷା ମଧ୍ୟରେ  ରଖିବା ପାଇଁ  ପୁଲିସକୁ ସଜାଗ କରାଯାଇଛି ।  ପୁରୀରେ ତିନୋଟି ପ୍ରବେଶ  ପଥ ଓ ତଟ ସୁରକ୍ଷା ଉପରେ ପ୍ରଧାନ୍ୟ ଦେବାକୁ  ନିବେଦନ କରିଛନ୍ତି ସେବାୟତ ।  ୧୨ ପ୍ଲାଟୁନ ଫୋର୍ସ  ସହ ପୋଲିସ  ଅଧିକାରୀ  ଶ୍ରୀମନ୍ଦିର ଭିତରେ ଓ ବାହାରେ  ସୁରକ୍ଷା  ବ୍ୟବସ୍ଥାରେ ମୁତୟନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking