ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଫସିଲେ ସେକ୍ସନ ଅଫିସର । ସେକ୍ସନ ଅଫିସର ଜଣଙ୍କ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ । ପାପଡାହାଣ୍ଡି ବ୍ଲକ ଶିକ୍ଷା କାଯ୍ୟାଳୟର ସେକ୍ସନ ଅଫିସର । ପେନସନ କରାଇଦେବାକୁ ଯାଇ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ।










