28.1 C
Bhubaneswar
Monday, July 21, 2025
Homeଓଡିଶାଜୁନ ୨୦ରୁ ଖୋଲିବ ସ୍କୁଲ

ଜୁନ ୨୦ରୁ ଖୋଲିବ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଜୁନ ୨୦ରେ ଖୋଲିବ ସ୍କୁଲ ।  ୧୮ ବଦଳରେ ଜୁନ ୨୦ରେ  ଖୋଲିବ ସ୍କୁଲ । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ  ଗଣଶିକ୍ଷା ବିଭାଗରୁ  ସ୍କୁଲ ଖୋଲିବା ନେଇ ଚିଠି ଦିଆଯାଇଛି । ରଜ ପରେ ସ୍କୁଲ ଖୋଲିବା ନେଇ ଚର୍ଚ୍ଚା ରହିଥିଲା । ଆଉ ଦୁଇ ଦିନ ଛୁଟି ଘୁଞ୍ଚାଯାଇଛି । ତେବେ ଜୁନ ୧୮ ବଦଳରେ ୨୦ ଖୋଲିବ ସ୍କୁଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking