25.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଓଲଟିଲା ସ୍କୁଲ ଭ୍ୟାନ : ୬ ଶିଶୁ ଆହତ

ଓଲଟିଲା ସ୍କୁଲ ଭ୍ୟାନ : ୬ ଶିଶୁ ଆହତ

ନୂଆଦିଲ୍ଲୀ : ଲକ୍ଷ୍ନୌରେ ଶହୀଦ ରାସ୍ତାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଲ ଶିଶୁଙ୍କୁ ନେଇ ଯାଉଥିବା ସମୟରେ ଓଲଟିଛି ଭ୍ୟାନ । ପିଲାଙ୍କୁ ନେଇ ଯାଉଥିବା ଭ୍ୟାନ ଦ୍ରୁତଗତିରେ ଯାଉଥିଲା, ଏହାରି ମଧ୍ୟରେ ଭ୍ୟାନର ଟାୟାର ଫାଟିଯାଇଥିଲା। ଟାୟାର ଫାଟିବା ହେତୁ ଭ୍ୟାନ ଫାଟିଯାଇଛି। ଭ୍ୟାନରେ ସମୁଦାୟ ୧୨ ଜଣ ପିଲା ଯାତ୍ରା କରୁଥିଲେ। ସାତଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ସୂଚନାମୁତାବକ, ଭ୍ୟାନ ଶିଶୁଙ୍କୁ ନେଇ ସିଏମଏସ ଗୋମତୀନଗର ବିଦ୍ୟାଳୟ ଯାଉଥିଲା। ରାସ୍ତାରେ ଭ୍ୟାନର ଅଚାନକ ଟାୟାରା ଫାଟିଯାଇଥିଲା ଏବଂ ତାହା ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଆହତ ୨ ଶିଶୁଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪ ଜଣ ଶିଶୁଙ୍କୁ ଲୋହିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking