16.1 C
Bhubaneswar
Sunday, December 7, 2025
Homeଓଡିଶାମହାନଦୀରେ ବୁଡି ନିଖୋଜ ସ୍କୁଲ ଛାତ୍ର

ମହାନଦୀରେ ବୁଡି ନିଖୋଜ ସ୍କୁଲ ଛାତ୍ର

କଟକ : ମହାନଦୀରେ  ବୁଡି ନିଖୋଜ ସ୍କୁଲ ଛାତ୍ର ।  କଟକ ଶିଖରପୁର କାଳୀ ମନ୍ଦିର  ନିକଟରେ  ବୁଡି ଛାତ୍ର ନିଖୋଜ ।   ନିଖୋଜ ଛାତ୍ର ଜଣଙ୍କ ହେଲେ  ଶିଖରପୁର ଗଉଡ ସାହିର ପ୍ରଭୁଦତ୍ତ ସେନାପତି ।  ସୂଚନା ଅନୁସାରେ ମଙ୍ଗଳବାର ନଦୀରେ   ଗୋଡ ଧୋଇବାକୁ ଯାଇଥିବା ବେଳେ   ଛାତ୍ରଙ୍କର  ଗୋଡ ଖସିଯାଇଥିବା ନେଇ ସନ୍ଦେହ କରାଯାଉଛି ।  ଖବର ପାଇ  ଚାଉଳିଆ ଗଞ୍ଜା ଥାନା ପୋଲିସ  ଓ ଦମକଳ ବାହିନୀ ପହଞ୍ଚି  ଖୋଜାଖୋଜି ଜାରି ରଖିଛନ୍ତି ।   ହେଲେ ଛାତ୍ରଙ୍କର  କୌଣସି ଖବର ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking