ଭୁବନେଶ୍ୱର : ରାଜଧାନୀରେ ବିପଦ ଶଙ୍କୁଳ ଅବସ୍ଥାରେ ଚାଲୁଛି ସ୍କୁଲ ବସ । ବିନା ଫିଟନେସରେ ପିଲାଙ୍କୁ ନେବାଆଣିବା କରୁଛି ବସ । ଏନେଇ ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଉତ୍ତର ଉତ୍ତର ରଖିଛନ୍ତି । ଭୁବନେଶ୍ୱରରେ ୪୬୦ଟି ସ୍କୁଲ ବସର ନାହିଁ ଫିଟନେସ । ଭୁବନେଶ୍ୱରରେ ପଞ୍ଜୀକୃତ ହୋଇଛି ୧୪୮୪ ସ୍କୁଲ ବସ ।