26.1 C
Bhubaneswar
Friday, March 20, 2026
Homeଓଡିଶାସ୍କିମାଟିକ କନିଷ୍ଠ ଶିକ୍ଷକ ନିୟମିତ

ସ୍କିମାଟିକ କନିଷ୍ଠ ଶିକ୍ଷକ ନିୟମିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । ଚୁକ୍ତିଭିତ୍ତିକ ସ୍କିମାଟିକ କନିଷ୍ଠ ଶିକ୍ଷକ ନିୟମିତ ହେବେ । ଚାକିରିରେ ଯୋଗଦାନ ସମୟରୁ ନିୟମିତ ଘୋଷଣା କରାଯାଇଛି । ୨୦୨୬ ଜାନୁଆରୀ ପହିଲାରୁ ନିୟମିତ କର୍ମଚାରୀ ମାନ୍ୟତା ଦିଆଯିବ । ୨୦୨୩- ୨୪ ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକ ନିୟମିତ ହେବେ । ୧୩ ହଜାରରୁ ଅଧିକ ସ୍କିମାଟିକ ଶିକ୍ଷକ ଉପକୃତ ହେବେ । ପୂର୍ବରୁ କନିଷ୍ଠ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ଆଗରେ ନିୟମିତ ପାଇଁ ଦାବି କରି ଆସୁଥିଲେ । ଆନ୍ଦୋଳନ, ବିକ୍ଷୋଭ , ପ୍ରତିବାଦ କରି ରାତି ଦିନ ଧାରଣାରେ ବସୁଥିଲେ । ଯାହା କି ସରକାରଙ୍କ ସେମାନଙ୍କ କଥା ଶୁଣି ବଡ ନିଷ୍ପତି ନେଇଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking