କଟକ : କଟକ ଏସ୍ସିବ ମେଡିକାଲ ସଂପ୍ରସାରଣ କାମ ବେଳେ ଅଘଟଣ ା ଏସ୍ସିବ ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍ ଭାଙ୍ଗିପଡିଲା । କ୍ରେନ୍ ଭାଙ୍ଗି ପଡିବାରୁ ୩ ଶ୍ରମିକ ଗୁରୁତର ଆହତ । ଗୁରୁତର ୩ ଶ୍ରମିକ ଏସ୍ସିବି କାଜୁଆଲଟିରେ ଭର୍ତ୍ତି ହୋଇଛନ୍ତି । ସେକେଣ୍ଡ କ୍ୟାମ୍ପସରେ କାମ ଚାଲିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ।
ମିଳିତ କେନ୍ଦ୍ରୀୟ ଟ୍ରେଡୟୁନିୟନ ପକ୍ଷରୁ କ୍ରାନ୍ତି ଦିବସରେ ଜିଲ୍ଲା ସ୍ତରୀୟ ସମାବେଶ