28.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶଡରାଇଲାଣି ନୂଆ ଭାଇରସ ‘ଡିଙ୍ଗା’

ଡରାଇଲାଣି ନୂଆ ଭାଇରସ ‘ଡିଙ୍ଗା’

ନୂଆଦିଲ୍ଲୀ : କରୋନା , ମଙ୍କିପକ୍ସ ପରେ  ପୁଣିଥରେ ଡରାଇଲାଣି  ଆଉ ଏକ ନୂଆ ଭାଇରସ । ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ନୂଆ ଭାଇରସ । ସଂକ୍ରମିତ ହେଲେ ପ୍ରବଳ ଜ୍ବର ସହ ମୁଣ୍ଡ ବିନ୍ଧିବା, ଦୁର୍ବଳ ଅନୁଭବ କରିବା ଭଳି ଦେଖାଦେଉଛି ଲକ୍ଷଣ । ଆକ୍ରାନ୍ତମାନେ ପାରାଲିସିସ୍‌ର ଶିକାର ହେଉଥିବା ମଧ୍ୟ ଜଣାପଡ଼ିଛି ।ଏହି ଭାଇରସର ନାଁ ରହିଛି ଡିଙ୍ଗା। ଉଗାଣ୍ଡାର ବୁଣ୍ଡିବୁଗୁ ଜିଲାରେ ପ୍ରଥମ ଥର ପାଇଁ ଏହି ଅଜବ ଜୀବାଣୁ ଦେଖାଦେଇଛି। ଏହି ରୋଗ ହେଲେ ପୀଡିତମାନେ ଠିଆ ହୋଇପାରୁ ନାହାନ୍ତି କିମ୍ବା ଚାଲି ପାରୁ ନାହାନ୍ତି । ବତ୍ତର୍ମାନ ପର‌୍ୟ୍ୟନ୍ତ ୪୦୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହାଇସାରିଛନ୍ତି ।ରୋଗକୁ ରୋକିବା ପାଇଁ ଆବଶ୍ୟକୀୟ  ଟୀକା ମଧ୍ୟ ପ୍ରଦାନ କରାଯାଉଛି । ଏହି ରହସ୍ୟମୟ ରୋଗ ମୁଖ୍ୟତ ମହିଳା ଏବଂ ଝିଅମାନଙ୍କୁ ପ୍ରଭାବିତ କରୁଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking