25.1 C
Bhubaneswar
Wednesday, March 18, 2026
Homeଓଡିଶା୨୭ ନୁହେଁ ୨୬ରେ ସାବିତ୍ରୀ ଅମାବାସ୍ୟା ଛୁଟି

୨୭ ନୁହେଁ ୨୬ରେ ସାବିତ୍ରୀ ଅମାବାସ୍ୟା ଛୁଟି

ଭୁବନେଶ୍ୱର: ମେ ୨୭ ନୁହେଁ ୨୬ରେ ସାବିତ୍ରୀ ଅମାବାସ୍ୟା ଛୁଟି ।  ମେ ୨୬ରେ ସାବିତ୍ରୀ ଅମାବାସ୍ୟା ଛୁଟି ନେଇ ଘୋଷଣା କରାଯାଇଛି । ଛୁଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ  ଅନୁମୋଦନ ଦେଇଛନ୍ତି । ପୂର୍ୱରୁ ୨୭ରେ ସାବିତ୍ରୀ ଛୁଟି ସ୍ଥିତିକୃତ ହୋଇଥିଲା । ପଞ୍ଜିକା ଅନୁସାରେ ୨୬ରେ ସାବିତ୍ରୀ ଅମାବାସ୍ୟା ପାଳନ ହେବ । ମେ ୨୭ରେ ଖୋଲା ରହିବ ସମସ୍ତ ସରକାରୀ ଅଫିସ । ୨୬ ତାରିଖରେ ହିଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking