29.1 C
Bhubaneswar
Friday, February 6, 2026
Homeଓଡିଶାସୌମ୍ୟାଶ୍ରୀ ମୃତ୍ୟୁ: କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

ସୌମ୍ୟାଶ୍ରୀ ମୃତ୍ୟୁ: କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

ବାଲେଶ୍ୱର: ବାଲେଶ୍ୱର ଏଫଏମ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଅରମ୍ଭ ହୋଇଯାଇଛି । ଫକୀରମୋହନ ମହାବିଦ୍ୟାଳୟ ବାଲେଶ୍ୱରର ପରିସରକୁ ଯାଇ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ ଟିମ୍ । ଆଇଜି ଏସ୍ ସାଇନି ଓ ତଦନ୍ତକାରୀ ଅଧିକାରୀ ପହଞ୍ଚିଲେ । ସବୁ ଦିଗକୁ ନେଇ ତଦନ୍ତ କରାଯିବ ବୋଲି କହିଲେ ତଦନ୍ତକାରୀ ଅଧିକାରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking